#ମୁଢି_ଚୁଡ଼ା_ଉପରେ_ଜିଏସଟି
#ନବୀନ_କୁହନ୍ତୁ_ଠିକ୍_ନା_ଭୁଲ୍
ମୁଢି, ଚୁଡ଼ା ଓ ଖଇ ଉପରେ ଲାଗିଲା ଜିଏସଟି । ଯାହାକୁ ନେଇ ବେଶ୍ ବିଳବିଳେଇ ହେଲେ ବିଜେଡି ବାଲା । ଏପଟେ ଜିଏସଟି କାଉନସିଲ ମିଟିଂରେ ହଁ ମାରିଦେଇ ସେପଟେ ବିରୋଧ କଲେ । କେନ୍ଦ୍ର ସରକାରଙ୍କ ଏହି ନିୟମ ଠିକ୍ ନୁହେଁ ବୋଲି କହିଲେ । ଭାଗ ନେଇ ଏବେ ନଖରାମି ଆରମ୍ଭ କଲେଣି । ଏବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମସ୍ତେ ଚୁପ୍ ଅଛନ୍ତି । ପୁଣି ଉଠିବ ସେହି ପ୍ରସଙ୍ଗ । କାହିଁକି ମୁଢି, ଚୁଡ଼ା ଉପରେ ଲାଗିବ ଜିଏସଟି? ଯଦି ଏହି ଜିଏସଟିକୁ ବିଜେଡି ଚାହୁଁନାହିଁ, ତେବେ ପ୍ରଥମ ପ୍ରଶ୍ନ ହେଉଛି, ଜିଏସଟି କାଉନସିଲ ମିଟିଂରେ ଏହାକୁ କାହିଁକି ବିରୋଧ କଲେନି? ଦେଖନ୍ତୁ ଏହି ରିପୋର୍ଟ...
#thequiver #UpdateNews #purredricegst #odishanews Naveen Patnaik Biju Janata Dal Odisha

Get Touch With Us!

Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/